କୋରାପୁଟରେ ବର୍ଷା ଋତୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଛି

କୋରାପୁଟ: ପ୍ରାକୃତିକ ସମ୍ପଦଭରା କୋରାପୁଟ ଜିଲ୍ଲା ସହିତ ମୌସୁମୀର ବାଦଲଘେରା ବର୍ଷା ଓ ବର୍ଷାଦିନିଆ ଜୀବନଜୀବିକାର ରହିଛି ଆଦିମ ସମ୍ପର୍କ। ଏମିତି କି କୋରାପୁଟକୁ ଧାନର ଉତ୍ପତ୍ତିସ୍ଥଳ ବୋଲି କୁହାଯାଏ।...