କୋରାପୁଟ ବିଧାୟକ ହେବା ପାଇଁ ବିଜେଡିରେ ବଢୁଛି ଆଶାୟୀଙ୍କ ସଂଖ୍ୟା

ଜୟପୁର: କୋରାପୁଟ ବିଧାନସଭା ଆସନରୁ ଲଢିବା ପାଇଁ  ବିଜେଡିରେ ଏବେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦଳୀୟ ଟିକଟ ମିଳିଗଲେ ଜିତିବାର ସଂଭାବନା ଶିଖର ଛୁଇଁବ ବୋଲି ଆକଳନ...