ପୋଲ ଉପରୁ ସ୍କୁଟି ଉଦ୍ଧାର କଲା ପୋଲିସ, ଚାଳକ ନିଖୋଜ

କୋରାପୁଟ: ପୋଲ ଉପରେ ସ୍କୁଟି ଅଛି । ହେଲେ ଏହାକୁ ଚଳାଇ ସେଠାକୁ ଯାଇଥିବା ସେମିଳିଗୁଡାର ପି ସନ୍ତୋଷ ନିଖୋଜ ଅଛନ୍ତି । କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ...